top of page
ଓଡ଼ିଶାରେ ଗଳ୍ପ, ପୁସ୍ତକ, ସମ୍ବାଦପତ୍ର ଆଦିରେ ଯେଉଁ ଓଡ଼ିଆ ସଫ୍ଟୱାର ବ୍ୟବହାର ହୁଏ, ତାହା ହେଉଛି ଆକୃତି ସଫ୍ଟୱାର I ତେଣୁ ଓଡ଼ିଆରେ ଟାଇପ କରିବା ପାଇଁ କଣ ସେଟିଙ୍ଗ କରିବା, କେଉଁ ଫଣ୍ଟ ବ୍ୟବହାର କରିବା, କେମିତି ଟାଇପିଂ କରିବା, ସବୁ ସ୍ଵରବର୍ଣ୍ଣ, ବ୍ୟଞ୍ଜନବର୍ଣ୍ଣ ଏବଂ ଯୁକ୍ତାକ୍ଷର ଇତ୍ୟାଦି ସବୁ ଏହି ଭିଡିଓ କ୍ଲାସ ଏବଂ ବହି ଦ୍ୱାରା ଜାଣିପାରିବେ I
ଓଡ଼ିଆ ଟାଇପିଙ୍ଗ (Akruti English Phonetic)
Akruti English Phonetic ରେ ଟାଇପ କରିବାକୁ F ବଟମକୁ ଲିଙ୍କ ଭାବରେ ନିଆଯାଇଛି - ଉଦାହରଣ ସ୍ୱରୂପ ଆମେ ଲେଖିବା - କ୍ର = kfr


New Odia Software Lunched
bottom of page
