Thanks for Visit
PAGE ON PROGRESS
ଓଡ଼ିଆ ଫଟୋସପ କୋର୍ସ


64 GB Pen Drive ରେ
ନେଇ ଘରେ ବସି ଫଟୋସପ ଶିଖନ୍ତୁ
ଫଟୋସପରେ ବିବାହ କାର୍ଡ ଡିଜାଇନ, ଜନ୍ମଦିନ, ବ୍ରତଘର, ଘରପ୍ରତିଷ୍ଠା, ଗଣେଶପୂଜା କାର୍ଡ, ବିଶ୍ୱକର୍ମା ନିମନ୍ତ୍ରଣ ପତ୍ର, ଅଷ୍ଟପ୍ରହରୀ ନିମନ୍ତ୍ରଣ ପତ୍ର, ପାସପୋର୍ଟ ଫଟୋ ସେଟିଙ୍ଗ, ଏକୋଇସିଆ, ଭିଜିଟିଂ କାର୍ଡ, ଆଇ କାର୍ଡ ପ୍ରିଣ୍ଟିଂଙ୍ଗ, ଗଙ୍ଗା କାର୍ଡ ବା ଶୋକବାର୍ତ୍ତା, ବହି ଏବଂ ମାଗାଜିନ କଭର ପେଜ, ଫ୍ଲେକ୍ସ, ବ୍ୟାନର, ହୋଟେଲ ମେନୁ ଡିଜାଇନ, Website ଡିଜାଇନ, ସୋସିଆଲ ମିଡ଼ିଆ ପାଇଁ ଡିଜାଇନ, ମାନପତ୍ର ଏବଂ ସାର୍ଟିଫିକେଟ ତିଆରି ଇତ୍ୟାଦି ଏହି ଫଟୋସପରେ କରାଯାଏ I
64 GB Pen Drive Video Class
@1700/-
କେଉଁମାନେ ଏହି କୋର୍ସ ଶିଖିପାରିବେ
Pen Drive କୋର୍ସରେ କଣ ପାଇବେ !
ଶିଖିଲା ପରେ କେମିତି ଇନକମ କରିବେ !
ଯେଉଁମାନେ ସ୍କ୍ରିନ ପ୍ରିଣ୍ଟ କରୁଛନ୍ତି, ଜନସେବା କେନ୍ଦ୍ର ବା CSC କରିଛନ୍ତି, ଫଟୋ Studio, ଡ଼ିଟିପି ସେଣ୍ଟର, ଜେରକ୍ସ ଦୋକାନ, ଡିଜିଟାଲ ପ୍ରିଣ୍ଟିଂଙ୍ଗ, ଫ୍ଲେକ୍ସ ଦୋକାନ, Stickering ଦୋକାନ, ସ୍କୁଲ କିମ୍ବା କଲେଜରେ ଡିଜାଇନ କରୁଛନ୍ତି, Gift shop କରିଛନ୍ତି, ଏବଂ ଗଞ୍ଜି T-Shirt ପ୍ରିଣ୍ଟ କରୁଛନ୍ତି କିମ୍ବା Freelancing କରି କିଛି ଇନକମ କରିବାକୁ ଚାଁହୁଛାନ୍ତି ସେମାନଙ୍କ ପାଇଁ ଏହି କୋର୍ସ ନିଶ୍ଚିନ୍ତ ଭାବରେ ଲାଭଦାୟ କ ହୋଇପାରିବ I
Photoshop ରେ ଜନ୍ମଦିନ କାର୍ଡ, ବିବାହ କାର୍ଡ, ଗଙ୍ଗା କାର୍ଡ, ମାଗାଜିନ କଭର ପେଜ, ଘର ପ୍ରତିଷ୍ଠା କାର୍ଡ, ଗଣେଶ ପୂଜା କାର୍ଡ, ଫ୍ଲେକ୍ସ, ବ୍ୟାନର ଇତ୍ୟାଦି, CorelDraw ରେ ବିବାହ କାର୍ଡ, ଜନ୍ମଦିନ କାର୍ଡ, ଆଇ କାର୍ଡ, ଭିଜିଟିଂ କାର୍ଡ, ବିଲ ବୁକ, ରସିଦ ବହି ଏବଂ ମାଗାଜିନ କଭର ପେଜ, ଫ୍ଲେକ୍ସ, ବ୍ୟାନର ଇତ୍ୟାଦି, PageMaker ରେ Book ଲେଆଉଟ, ଗଳ୍ପ ବହି କବିତା ଇତ୍ୟାଦି ଡ଼ିଟିପି କରିବାକୁ ଭିଡିଓ କ୍ଲାସ ଏହି Pen Drive ରେ ପାରିବେ
ନିଜେ ଏକ ଦୋକାନ ଖୋଲି ଡିଜାଇନ କାମ କରିପାରିବେ, ଶିଖିବା ପରେ କୌଣସି ସଂସ୍ଥାରେ job କରିପାରିବେ, ବିଜ୍ଞାପନ ଓ ମାର୍କେଟିଂ ଏଜେନ୍ସି ବ୍ରାଣ୍ଡ ଗୁଡ଼ିକର ପ୍ରଚାର ପାଇଁ ପୋଷ୍ଟର ଏବଂ ବିଜ୍ଞାପନ ଡିଜାଇନ୍ ମିଡିଆ, ଶିକ୍ଷାନୁଷ୍ଠାନ ନ୍ୟୁଜ୍ ହାଉସ୍, ଖବରକାଗଜ, ଟିଭି ଚ୍ୟାନେଲ୍ରେ ଗ୍ରାଫିକ୍ ଡିଜାଇନର୍ ଭାବେ, ଇ-କମର୍ସ କମ୍ପାନୀ, ଆଇଟି, ୱେବ୍ ଡେଭଲପମେଣ୍ଟ, ଫ୍ରିଲାନ୍ସିଂ ଘରେ ବସି ୱେବସାଇଟ୍ ଦ୍ୱାରା ଗ୍ରାହକଙ୍କ ପାଇଁ କାମ କରିବା।
ଆଜି ନୂଆପଡା ଜିଲାରୁ କୋର୍ସ ନେଲେ
କୈଳାଶ ହାଁସଦା
Watch on
YouTube
Photoshop Video Course





DTP Editing Book
Odia Typing Book & Shortcut Key Book
Order Now
