top of page

Unicode to Akruti

Unicode to Akruti font Convert ! Akshar Pro

Easy Odia Typing | All Yuktakhyara Typing | Odia Type in all Higher Version | Unicode to Akruti  

Easy Odia Typing | All Yuktakhyara Typing | Odia Type in all Higher Version | Unicode to Akruti  

ଯୁକ୍ତାକ୍ଷର ସମସ୍ୟାର ସମାଧାନ
ସବୁ ହାୟର ଭର୍ସନରେ ଟାଇପ୍ ହେବ
ୟୁନିକୋଡ୍ ଫଣ୍ଟରୁ ଆକୃତି କନଭର୍ଟ
ଇଂଲିସରେ ଯାହା ଲେଖିବେ, ଓଡିଆ ହେବ
ୟୁନିକୋଡ୍ ଫଣ୍ଟରେ ଟାଇପ୍ କରିପାରିବେ

All Problem Solved !

Unicode to Akruti font Convert !



All Problem Solved !!

Photoshop CC | MS Office 2024 | CorelDraw 2024

ଯୁକ୍ତାକ୍ଷର ସମସ୍ୟାର ସମାଧାନ
ସବୁ ହାୟର ଭର୍ସନରେ ଟାଇପ୍ ହେବ
ୟୁନିକୋଡ୍ ଫଣ୍ଟରୁ ଆକୃତି କନଭର୍ଟ
ଇଂଲିସରେ ଯାହା ଲେଖିବେ, ଓଡିଆ ହେବ
ୟୁନିକୋଡ୍ ଫଣ୍ଟରେ ଟାଇପ୍ କରିପାରିବେ

Photoshop CC | MS Office 2024 | CorelDraw 2024

ଯୁକ୍ତାକ୍ଷର ସମସ୍ୟାର ସମାଧାନ
ସବୁ ହାୟର ଭର୍ସନରେ ଟାଇପ୍ ହେବ
ୟୁନିକୋଡ୍ ଫଣ୍ଟରୁ ଆକୃତି କନଭର୍ଟ
ଇଂଲିସରେ ଯାହା ଲେଖିବେ, ଓଡିଆ ହେବ
ୟୁନିକୋଡ୍ ଫଣ୍ଟରେ ଟାଇପ୍ କରିପାରିବେ

All Problem Solved !

Photoshop CC | MS Office 2024 | CorelDraw 2024

UNICODE FONT :
ଏହା ଇଣ୍ଟରନେଟ୍ ଫ୍ରେଣ୍ଡଲି। ଆପଣ ୟୁନିକୋଡ୍‌ରେ ଓଡ଼ିଆ ଲେଖି ଦୁନିଆର ଯେକୌଣସି ସ୍ଥାନକୁ ପଠାଇପାରିବେ। ସାମ୍ନା ଲୋକଙ୍କ ପାଖରେ ସେହି ଫଣ୍ଟ ନଥିଲେ ମଧ୍ୟ ସେମାନେ ଓଡ଼ିଆ ଲେଖାକୁ ସହଜରେ ପଢ଼ିପାରିବେ। ଗୁଗଲ୍ ସର୍ଚ୍ଚ ଏବଂ ୱେବସାଇଟ୍‌ରେ ୟୁନିକୋଡ୍ ବ୍ୟବହାର କରାଯାଏ। ସୋସିଆଲ ମିଡିଆ, ୱେବସାଇଟ୍, ସରକାରୀ ଡକ୍ୟୁମେଣ୍ଟ, ଏବଂ ଡିଜିଟାଲ୍ ମିଡିଆରେ ଏହାର ବ୍ୟବହାର କରାଯାଏ। କିନ୍ତୁ ଏହି ଫଣ୍ଟ ଗୁଡିକ ପ୍ରିଣ୍ଟିଂ ପ୍ରେସରେ ପ୍ରିଣ୍ଟ ହୋଇପାରେ ନାହିଁ ବା ଏହି ଫଣ୍ଟ ଗୁଡିକରେ ବହି ତିଆରି ହୋଇପାରେ ନାହିଁ। 
AKRUTI FONT : 
ପ୍ରିଣ୍ଟିଂ ପ୍ରେସ୍ ମାନଙ୍କରେ ଯେଉଁ ବହି ତିଆରି ହୁଏ ଏବଂ ସେଥିରେ ଯେଉଁ ଫଣ୍ଟ ବ୍ୟବହାର  ହୁଏ,  ତାହା ହେଉଛି - ଆକୃତି ! ଆଜିକା ସମୟରେ ବହୁତ ଲୋକ whatsapp କିମ୍ବା mail ରେ ୟୁନିକୋଡ଼ ଫଣ୍ଟରେ ଟାଇପ କରିଥାନ୍ତି ଏବଂ ସେହି ୟୁନିକୋଡ଼ ଫଣ୍ଟରେ ପ୍ରେସମାନଙ୍କୁ ପଠାନ୍ତି I ଏହାଦ୍ୱାରା ପ୍ରେସ ମାଲିକମାନେ ଅସୁବିଧାରେ ପଡନ୍ତି I ୟୁନିକୋଡ଼ ଫଣ୍ଟ ଗୁଡିକ ଯଦି ଡାଇରେକ୍ଟ କପି ପେଷ୍ଟ କରି ପେଜମେକର ପକାଯାଏ, ତେବେ ଫଣ୍ଟ ମିସ ହୋଇଥାଏ I ଏହି ସମସ୍ୟାର ସମାଧାନ ପାଇଁ ୟୁନିକୋଡ଼ରୁ ଆକୃତିକୁ କନଭର୍ଟ କରିବାକୁ ଏହି Akshar Pro ହେଉଛି ବେଷ୍ଟ !

Unicode to Akruti.mp4

ଏହା କେମିତି କାମ କରେ ଭିଡିଓ ଦେଖନ୍ତୁ 

bottom of page