top of page

Best course for DTP Operator,  Odia Typing, Book Publisher, Screen Printer & Graphic Designer

ପେଜମେକରରେ ସାଧାରଣତଃ ବହି କାମ କରାଯାଏ I ଓଡ଼ିଆରେ ଡ଼ିଟିପି କରିବା, ବହି ପ୍ରକାଶନ କାର୍ଯ୍ୟ, ବହିର Layout ତିଆରି କରିବା ଇତ୍ୟାଦି ପାଇଁ ପେଜ ମେକର ହେଉଛି ବେଷ୍ଟ I ଯେଉଁମାନେ ସ୍କ୍ରିନ ପ୍ରିଣ୍ଟ କରନ୍ତି, ବାହାଘର କାର୍ଡ ଇତ୍ୟାଦି ପ୍ରିଣ୍ଟ କରନ୍ତି, ସେମାନେ ପେଜମେକର ଶିଖିବା ଦରକାର I ବାହାଘର କାର୍ଡକୁ ସ୍କ୍ରିନ ପ୍ରିଣ୍ଟିଂଙ୍ଗ ଦ୍ୱାରା ପ୍ରିଣ୍ଟ କରିବା ପୂର୍ବରୁ ଯେଉଁ ଡିଜାଇନ କରାଯାଏ, ସେହି ଡିଜାଇନ ଏହି ପେଜମେକରରେ ହିଁ କରାଯାଏ I ଡିଜାଇନ ସାରିବା ପରେ ସେହି ଡିଜାଇନକୁ Laser Printer ଦ୍ୱାରା ଟ୍ରେସିଙ୍ଗ ପେପର ବା ବଟର ପେପରରେ printout କରି ସ୍କ୍ରିନ ପ୍ରିଣ୍ଟ ପାଇଁ ଏକ୍ସପୋଜ କରାଯାଏ I 
ଆମେ ଯେଉଁ ବହି ପଢ଼ୁଛେ, ତାହା ମଧ୍ୟ ଏହି ପେଜ ମେକର ଦ୍ୱାରା ହିଁ ସେଟିଙ୍ଗ ହୋଇଥାଏ I ତେଣୁ ଡ଼ିଟିପି ଅପରେଟରମାନେ ଏହି ପେଜମେକରକୁ ଶିଖିବା ନିହାତି ଦରକାର I 
ତେଣୁ ଯଦି ଆପଣ ପେଜମେକର ଶିଖନ୍ତି, ତେବେ ନିଜେ ସ୍ୱାବଲମ୍ବୀ ହେବା ସହ କେଉଁଠି ନା କେଉଁଠି job କରି ପାରିବେ I

Screen Print Video Line art.mp4
00:00/00:00

Line Tool

Constrained Line Tool

Rectangle Tool

Ellipse Tool

Rectangle Frame Tool

Ellipse Frame Tool

Polygon Tool

Hand Tool

Polygon Frame Tool

Zoom Tool

Functions of Tools - Watch on YouTube

Constrained
Line Tool

Ellipse Frame
Tool

Polygon
Frame Tool

Rectangle 
Frame Tool

Rectangle
Frame Tool

Odia Page Maker Video Class - Rs. 350/-

Watch on YouTube

ଓଡିଆ  ଭିତରେ ଇଂଲିସ

ପେଜ୍ ଲେଆଉଟ୍ କରିବା

ଓଡିିଆ  ଟାଇପିଙ୍ଗ୍ କରିବା

ବିଲ୍ ବୁକ୍  ତିଆରି କରିବା

ପେଜରେ ନମ୍ୱରିଂ କରିବା

ପେଜରେ ଇମେଜ ରଖିବା

ବକ୍ସରେ  ଟେକ୍ସଟ୍ ରଖିବା

ଇମେଜକୁ   ମ୍ୟାଗନେଟିକ୍

ଓଡିଆ ଫଣ୍ଟ୍ ମିସ୍  କରିବା

PageMaker Content

(Watch on YouTube)

ନୂଆ   ଫାଇଲ   କରିବା 
ପେଜ୍ ଲେଆଉଟ୍ କରିବା
ଓଡିଆ ଟାଇପିଙ୍ଗ୍ କରିବା
ନୂଆ ପେଜ୍  ଆଡ୍ କରିବା
ପେଜ୍କୁ ନମ୍ୱରିଙ୍ଗ୍ କରିବା
ୱାର୍ଡକୁ କପିପେଷ୍ଟ କରିବା
ଓଡିଆ ଫଣ୍ଟ୍ ମିସ୍  କରିବା
ପାରାଗ୍ରାଫ ସେଟିଂ କରିବା
ବକ୍ସରେ  ଟେକ୍ସଟ୍ ରଖିବା
ଇମେଜକୁ   ମ୍ୟାଗନେଟିକ୍

ପେଜରେ ଇମେଜକୁ ରଖିବା 
ଇମେଜକୁ କଲରିଙ୍ଗ କରିବା 
ଇମେଜ ଗୁଡିକ ଲକ କରିବା
ନୂଆ ବିଲ ବୁକ ତିଆରି କରିବା
ଇମେଜକୁ ୱାଟର ମାର୍କ କରିବା
ପେଜରେ ଲମ୍ବାଗାର ଟାଣିବା
ଲାଇନ ଗୁଡିକ କଲର କରିବା 
ପେଜରେ Round box କରିବା
Master Page ର ବ୍ୟବହାର 
ହେଡର୍ ଫୁଟର୍ କେମିତି ଦେବା 

ନୂଆ ପେଜ୍ ଯୋଡ଼ିବା, କାଟିବା 
ଓଡିଆ ଭିତରେ ଇଂଲିସ ଲେଖା
ବହି ସୂଚିପତ୍ର କେମିତି କରିବା
ୱାନଟାଇମ ଟେକ୍ଟସ କରେକ୍ସନ 

ଫାଇଲକୁ  ପିଡିଏଫ୍  କରିବା
ପେଜମେକର ସବୁ ସର୍ଟକଟ କି 
ନୂଆ ବିଲ ବୁକ ତିଆରି କରିବା
ଇମେଜକୁ ୱାଟର ମାର୍କ କରିବା
ପେଜରେ  ଗାର   ପକେଇବା 
ଲାଇନ ଗୁଡିକ କଲର କରିବା 

ୱାର୍ଡକୁ କପିପେଷ୍ଟ କରିବା

ନୂଆ   ଫାଇଲ   କରିବା 
ପେଜ୍ ଲେଆଉଟ୍ କରିବା
ଓଡିଆ ଟାଇପିଙ୍ଗ୍ କରିବା
ନୂଆ ପେଜ୍  ଆଡ୍ କରିବା
ପେଜ୍କୁ ନମ୍ୱରିଙ୍ଗ୍ କରିବା
ୱାର୍ଡକୁ କପିପେଷ୍ଟ କରିବା
ଓଡିଆ ଫଣ୍ଟ୍ ମିସ୍  କରିବା
ପାରାଗ୍ରାଫ ସେଟିଂ କରିବା
ବକ୍ସରେ  ଟେକ୍ସଟ୍  ରଖିବା
ଇମେଜକୁ   ମ୍ୟାଗନେଟିକ୍
ପେଜରେ ଇମେଜ ରଖିବା 

ଇମେଜକୁ କଲର  କରିବା 
ଇମେଜଗୁଡିକ ଲକ କରିବା
ନୂଆ ବିଲବୁକ ତିଆରି କର
ଇମେଜ ୱାଟରମାର୍କ କର

ପେଜରେ ଲମ୍ବା ଗାର ଟାଣିବା
ଲାଇନ ଗୁଡିକ କଲର କରିବା 
ପେଜରେ Round box କରିବା
Master Page ର ବ୍ୟବହାର 
ହେଡର୍ ଫୁଟର୍ କେମିତି ଦେବା
ନୂଆ ପେଜ୍ ଯୋଡ଼ିବା, କାଟିବା 

ଓଡିଆ ଭିତରେ ଇଂଲିସ ଲେଖା
ବହି ସୂଚି ପତ୍ର କେମିତି  କରିବା
ୱାନଟାଇମ ଟେକ୍ଟସ କରେକ୍ସନ 
ଫାଇଲକୁ  ପିଡିଏଫ୍  କରିବା
ପେଜମେକର ସବୁ ସର୍ଟକଟ କି 
ନୂଆ ବିଲ ବୁକ ତିଆରି କରିବା
ଇମେଜକୁ ୱାଟରମାର୍କ କରିବା
ପେଜରେ  ଗାର  ପକେଇବା 
ଲାଇନଗୁଡିକ କଲର କରିବା  

(Watch on YouTube)

How to Install PageMaker Softwar.mp4
bottom of page