
I CAN Publication
Akruti Odia Typing Video Class
Graphic Design Course

ଆକୃତି ଓଡ଼ିଆ ଟାଇପିଙ୍ଗ
Calligraphy Font
Font : Akash OD-01
Price : Rs. 100

ଓଡ଼ିଶାରେ ଗଳ୍ପ, ପୁସ୍ତକ, ସମ୍ବାଦପତ୍ର ଆଦିରେ ଯେଉଁ ଓଡ଼ିଆ ସଫ୍ଟୱାର ବ୍ୟବହାର ହୁଏ, ତାହା ହେଉଛି ଆକୃତି ସଫ୍ଟୱାର I ଓଡ଼ିଆରେ ଟାଇପ କରିବା ପାଇଁ କଣ ସେଟିଙ୍ଗ କରିବା, କେଉଁ ଫଣ୍ଟ ବ୍ୟବହାର କରିବା, କେମିତି ଟାଇପିଂ କରିବା, ସବୁ ସ୍ଵରବର୍ଣ୍ଣ, ବ୍ୟଞ୍ଜନବର୍ଣ୍ଣ ଏବଂ ଯୁକ୍ତାକ୍ଷର ଇତ୍ୟାଦି ସବୁ ଏଇଠୁ ଜାଣି ପାରିବେ I ଯଦି ଆପଣ ଡ଼ିଟିପି କରୁଛନ୍ତି, ପ୍ରିଣ୍ଟିଂଙ୍ଗ ପ୍ରେସ ଲାଇନରେ କାମ କରୁଛନ୍ତି, ଜେରକ୍ସ ଦୋକାନ, ଜନସେବା କେନ୍ଦ୍ର, ଗ୍ରାଫିକ ଡିଜାଇନ, ୱେବ ସାଇଟ ଡିଜାଇନ ଇତ୍ୟାଦି କରୁଛନ୍ତି, ତେବେ ଓଡ଼ିଆରେ ଟାଇପ ଶିଖିବା ନିହାତି ଆବଶ୍ୟକ I

Odia
Calligraphy Font
Font : Akash OD-02
Price : Rs. 100


Price : Rs. 100
Akash OD-01
Price : Rs. 100
Akash OD-02

Price : Rs. 100
Akash OD-04

Calligraphy Font
ଆକୃତି କେଉଁଥିରେ କାମ କରେ ନାହି ଜାଣିରଖନ୍ତୁ !
ମାଇକ୍ରୋସଫ୍ଟ ୱାର୍ଡ 2010 ଭର୍ସନ ଏବଂ ତଳ ଭର୍ସନ ଗୁଡିକରେ ଆକୃତି କାମ କରିବ I କିନ୍ତୁ MS Office 2016 2019 2021 2024 ଇତ୍ୟାଦି ଭର୍ସନରେ କାମ କରିବ ନାହିଁ I ଏହି higher version ଗୁଡିକରେ Key ବୋର୍ଡ ON କଲେ କିଛି ଟାଇପ ହୁଏନାହିଁ I ସେହିପରି କୋରେଲ ଡ୍ର higher version ରେ ଏହା କାମ କରେନାହି I Corel Draw X5 (15 version ) ରେ ଓଡ଼ିଆ ଟାଇପ କରି ହୁଏ I ଏହାର ଉପର ଭର୍ସନରେ ଆକୃତି କାମ କରେନାହି I ସେହିପରି Photoshop CS4 ଭର୍ସନରେ ଓଡ଼ିଆରେ ଟାଇପ କରିହେବ, କିନ୍ତୁ higher version ରେ ଆକୃତିରେ ଟାଇପ୍ କରିହୁଏ ନାହିଁ I
ଏହାର ସମାଧାନ
Higher Version ରେ ଓଡ଼ିଆରେ ଲେଖିବା ପାଇଁ ଏକ Paid version install କରିବାକୁ ପଡିବ I ଏହାର price 3500 ଟଙ୍କା I ଏହି paid version ରେ ନାମ ହେଉଛି Akshar Pro ! ଏହାକୁ install କଲେ ସବୁ higher version ରେ ଆକୃତିରେ ଟାଇପ କରିପାରିବେ I ଏମିତିକି Premier Pro, Filmora ରେ ମଧ୍ୟ ଓଡ଼ିଆରେ ଲେଖିପାରିବେ I ଏହି ସଫ୍ଟୱେର ଦ୍ୱାରା ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିପାରିବେ। ତାହା ହେଲା Unicode to Akruti Coverting କରିବା। Whatsapp ରେ ଟାଇପ ହୋଇଥିବା Text ଗୁଡିକ କିଛି ସେକେଣ୍ଡରେ Akruti Font ରେ convert ହେଇଯିବ । - Akruti Odia Typing Video Class
ଆକୃତି କେଉଁଥିରେ କାମ କରେ ନାହି ଜାଣିରଖନ୍ତୁ !
ଇକ୍ରୋସଫ୍ଟ ୱାର୍ଡ 2010 ଭର୍ସନ ଏବଂ ତଳ ଭର୍ସନ ଗୁଡିକରେ ଆ କୃତି କାମ କରିବ I କିନ୍ତୁ MS Office 2016 2019 2021 2024 ଇତ୍ୟାଦି ଭର୍ସନରେ କାମ କରିବ ନାହିଁ I ଏହି higher version ଗୁଡିକରେ Key ବୋର୍ଡ ON କଲେ କିଛି ଟାଇପ ହୁଏନାହିଁ I ସେହିପରି କୋରେଲ ଡ୍ର higher version ରେ ଏହା କାମ କରେନାହି I Corel Draw X5 (15 version ) ରେ ଓଡ଼ିଆ ଟାଇପ କରି ହୁଏ I ଏହାର ଉପର ଭର୍ସନରେ ଆକୃତି କାମ କରେନାହି I ସେହିପରି Photoshop CS4 ଭର୍ସନରେ ଓଡ଼ିଆରେ ଟାଇପ କରିହେବ, କିନ୍ତୁ higher version ରେ ଆକୃତି କାମକରେ ନାହିଁ I
ଏହାର ସମାଧାନ
Higher Version ରେ ଓଡ଼ିଆରେ ଲେଖିବା ପାଇଁ ଏକ Paid version install କରିବାକୁ ପଡିବ I ଏହାର price 3500 ଟଙ୍କା I ଏହି paid version ରେ ନାମ ହେଉଛି Akshar Pro ! ଏହାକୁ install କଲେ ସବୁ higher version ରେ ଆକୃତିରେ ଟାଇପ କରିପାରିବେ I ଏମିତିକି Premier Pro, Filmora ରେ ମଧ୍ୟ ଓଡ଼ିଆରେ ଲେଖିପାରିବେ I

Calligraphy Font
Font : Akash OD-04
Font : Akash OD-05
Price : Rs. 100
Price : Rs. 100

Calligraphy Font

Calligraphy Font
Font : Akash OD-06
Font : Akash OD-07
Price : Rs. 100
Price : Rs. 100


Calligraphy Font
Font : Akash OD-08
Price : Rs. 100
Watch on YouTube
Watch on YouTube
Akruti Typing in Photoshop
Akruti Typing in CorelDraw
AkrutiOriSarala06 font
Akruti Typing in Photoshop
Akruti Typing in CorelDraw



















